A good restaurant standing in the heart of the village of Kakatpur.{situated near the bus-stand}. The restaurant sells good quality sweets and also provides breakfast and lunch at nominal prices. The restaurant mostly caters to the odissy cuisine, but they also serve north Indian and south Indian delicacies. The staff was friendly and catered to all our needs. However, the restaurant is not very clean{the washrooms were extremely dirty} and the ambience is bad. The restaurant is the only good veg-only restaurant in the area and it also serves Jain food.{do not use onion and garlic} The restaurant stands adjacent to the main road in the village and hence can easily be accessed and located. Overall, this is easily one of the good restaurants in the area and I would recommend it.{this restaurant is one of the few present in...
Read moreଆପଣଙ୍କୁ ମୋର ନମସ୍କାର। ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଅଟନ୍ତି। ଆପଣଙ୍କର କାକଟପୁର ଅଂଚଳରେ ନାମ ମଧ୍ୟ ଅଛି। ମୁଁ ସେହି କାକଟପୁର ଅଂଚଳରେ ଜଣେ ବାସିନ୍ଦା। ଆପଣଙ୍କର କାକଟପୁର ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଥିବା ଜଳଖିଆ ଦୋକାନ ସମୟରୁ ମୁଁ ମୋର ବାପାଙ୍କ ସାଙ୍ଗରେ ଯାଇକି ଖାଇ ଆସିଚି। ଆପଣଙ୍କର ନୂତନ ହୋଟେଲ ରେ ମଧ୍ୟ ବହୁତ୍ ଭଲ ଖାଇବା ମିଳେ ଆଉ ସବୁ ସମୟରେ ଆପଣଙ୍କ ହୋଟେଲରେ ଖାଇକି ଭଲ ଲାଗେ। କିନ୍ତୁ ଦୁଃଖର ବିଷୟ ଏହିକି ଯେ ଆପଣ ଏବେ ଯେଉଁ ଖାଦ୍ୟ ଲୋକ ମାନଙ୍କୁ ଦେଉଛନ୍ତି ତାହା ଅତ୍ୟନ୍ତ ଖରାପ ଅଟେ। ମୁଁ ଆପଣଙ୍କ ହୋଟେଲରେ ସବୁବେଳେ ମିଠା କିଣିକି ଘର ପାଇଁ ଏବ୍ ନିଜ ସମ୍ପର୍କୀୟଙ୍କ ପାଇଁ ନେଇଥାଏ। ମୁଁ କଣ କାକଟପୁର ଅଞ୍ଚଳ ଇବମ ବାହାରୁ ମଧ୍ୟ ଅନେକ ସଂଖ୍ୟାରେ ଲୋକ ଆପଣଙ୍କ ହୋଟେଲରୁ ନେଇଥାନ୍ତି। ଦୁଃଖର କଥା ଯେ ମୁଁ ତିନି ଥର ହେଲାଣି ଆପଣ ହୋଟେଲରେ ଯେଉଁ ମିଠା କିନିକି ନେଉଛି ବନ୍ଧୁ ମାନଙ୍କ ଘରକୁ ତାହା ଅତ୍ୟନ୍ତ ଖରାପ ପଡୁଛି ଯାହା ଖାଇବା ଉପଯୋଗୀ ନୁହେଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏହା ଆପଣଙ୍କ ଅଗୋଚରରେ ଏମିତି ହେଉଅଛି ଅଥବା ଆପଣ ଜାଣିକି ଏମିତି ଅର୍ଥ ଉପାର୍ଜନ କରିବା ନିମନ୍ତେ କରୁଛନ୍ତି। ଆପଙ୍କର ଖରାପ ମିଠା ପାଇଁ ମୁଁ ବନ୍ଧୁ ମାନକ ଘରେ ଅପଦସ୍ତ ହେଇଛି।ପଇସା ଦେଇକି ବନ୍ଧୁଘରେ ଖରାପ ମିଠା ଦେଇକି ଶୁଣିବା କେତେଯେ କଷ୍ଟ କଥା ତାହା ଆପଣ ନିଜେ ଅଙ୍ଗେ ନ ଲିଭାଇଲେ ଜାଣିପାରିବେ ନାହିଁ। ମୁଁ ମିଠା ଆଣିଲା ପରେ ଜାଣିଲି ଯେ ଖରାପ ମିଠା ମତେ ଦେଇଛନ୍ତି ପଇସା ବଦଳରେ ତେଣୁ ଆପଣଙ୍କ ନଜରକୁ ଆଣିବାକୁ ଯାଇକି ଆପଣଙ୍କ ହୋଟେଲରେ ସାମ୍ନାରେ ଥିବା ମୋବାଇଲ ଏବ ଲ୍ୟାଣ୍ଡ ଲାଇନ ରେ ଯୋଗା ଯୋଗ କରିବାକୁ ଚେଷ୍ଟା କଲି କିନ୍ତୁ ଉକ୍ତ ଦୁଇଟି ନମ୍ବର ବନ୍ଦ ଅଛି ବୋଲି କହିବାରୁ ମୁ ଏହି ମେସେଜ କରିବାକୁ ପ୍ରୟାସ କଲି। ତେଣୁ ମୋର ଅନୁରୋଧ ଆପଣଙ୍କୁ କି ଭବିଷ୍ୟତରେ ଏମିତି ପୁନରାବୃତ୍ତି ଯେମିତି ନା ହୁଏ। ନହେଲେ ଗରିବ ମାନଙ୍କର ପଇସାରେ ଆପଣ ଭଲରେ ରହିପାରିବେ ନାହିଁ। ଆଉ ଥରେ ନାମ ହେଇଗଲା ପରେ ଯେମିତି ନାମ କୁ ବିକ୍ରି କରାଯାଏ ସେମିତି ଆପଣ କରୁଛନ୍ତି ବୋଲି ଯେଉଁ କଥା ଉଠୁଚି ସେଇକଥl ଠିକ ବୋଲି ପ୍ରମାଣିତ କରିଦେବେ।...
Read moreBest non-veg sweet & meals are serve here to people...nice service from shop owner & worker,they both are good . This sweet stall located at the center of kakatpur..anyone who come to kakatpur to seen Maa Mangala Temple they must be come here...Dosa the best item of this shop. AC conditions Room . Lot of parking area available here. Variety & stylish sweeet ,snak, chocolate, biscuits,etc...are also available here...come with your friends & family to found a new teste and...
Read more